ସ୍ୱର୍ଗତ୍ ସନାତନ୍ ନାୟକ୍ ଙ୍କର୍ ସ୍ମୃତି ରେ ଆୟୋଜିତ୍ ରକ୍ତଦାନ୍ ଶିବିର୍ ରେ #୭୧_ୟୁନିଟ୍_ରକ୍ତଦାନ୍
୨୫.୧୦.୨୫ (ଶନିବାର୍): ଗଲା କାଏଲ୍ ଅତାବିରା ବ୍ଳକ୍ କତାବଗା ଗାଁ ର ସଂଗ୍ରାମୀ ତଥା #WOYM ର କାର୍ଯ୍ୟକାରି ସଦସ୍ୟ ଯତୀନ୍ ନାୟକ୍ ଙ୍କର୍ ବାପା ସ୍ୱର୍ଗତ୍ ସନାତନ୍ ନାୟକ୍ ଙ୍କର ଗଙ୍ଗାଶ୍ରାଦ୍ଧ ରେ, "ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM) ଆର୍ କତାବଗା ଗାଁବାସୀ ଦ୍ୱାରା ଗୁଟେ ରକ୍ତଦାନ୍ ଶିବିର୍ ଆୟୋଜିତ୍ ହେଇଥିଲା ।
ବର୍ତ୍ତମାନ୍ ବୁର୍ଲା ରେ ରକ୍ତଭଣ୍ଡାର୍ ରକ୍ତଶୂନ୍ୟ ଥିବାର୍ ବେଲେ ସ୍ବେଚ୍ଛାକୃତ୍ ଭାବେ ୭୧ ଜଣ ରକ୍ତଦାତା (୨ ଜଣ ମହିଳା ଓ ୬୯ ଜଣ ପୁରୁଷ) ବୁର୍ଲା ରକ୍ତଭଣ୍ଡାର୍ କେ ରକ୍ତଦାନ୍ କରିଥିଲେ । ସବୁ ରକ୍ତଦାତାଙ୍କୁ ହୁରୁଦ୍ ଭିତରୁ ବହୁତ୍ ଧନ୍ୟବାଦ୍ ।
ଆତ୍ମା ର ସଦଗତି କାମନା କରି ଶିବିର୍ କେ ସ୍ବର୍ଗତ୍ ସନାତନ୍ ନାୟକ୍ ଙ୍କର୍ ଭାଇ କିଶୋର୍ ନାୟକ୍, ନରେନ୍ଦ୍ର ନାୟକ୍ ଏବଂ ବିରେନ୍ଦ୍ର ନାୟକ୍ ଉଦଘାଟନ୍ କରିଥିଲେ । ସର୍ବଶେଷ ରେ WOYM ର ମାର୍ଗଦର୍ଶକ୍ ମାଏନତା ସରୋଜ୍ ମହାପାତ୍ର ସବୁ ରକ୍ତଦାତା ଙ୍କୁ ଧନ୍ୟବାଦ୍ ଦେଇଥିଲେ ।
ସ୍ଵାର୍ଥ ସର୍ବସ୍ବ ଦୁନିଆ ରେ ମାନବିକତା କେ ବହଞ୍ଚେଇ ରଖମା 🙏
ଆପଣଙ୍କର୍
"ପଶ୍ଚିମ୍ ଓଡ଼ିଶା ଯୁବା ମଞ୍ଚ୍"(WOYM)